Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Inspirational

2  

Ansuman Swain

Inspirational

ମୋ ମାତା ଓ ପିତା

ମୋ ମାତା ଓ ପିତା

1 min
7.5K


ତୁମରି ଆଖିରେ    ଦେଖୁଛି ଦୁନିଆଁ

    ତୁମେ ମୋ ଜନମ ଦାତା

ତୁମ ହାତ ଧରି     ଚାଲୁଅଛି ବାଟ

    ତୁମେ ମୋର ମାତା ପିତା ।

ତୁମ ହସ ଦେଖି    ହସୁଅଛି ମୁହିଁ

     ତୁମେ ଈଶ୍ୱର ,ପାର୍ବତୀ

ତୁମରି ଖୁସିରେ    ଖୁସୀ ହୋଇ ମୁହିଁ

     ପାଉଛି ଅନେକ ଶାନ୍ତି ।

ହସ, ଖୁସୀ ,ସ୍ନେହ   ଶ୍ରଦ୍ଧା ,ଭଲ ମନ୍ଦ

      ସବୁତ ତୁମରି ଦାନ

ଯେମିତି ଗଢିଛ     ହେ ମୋ ପିତା,ମାତା

      ଅଟେ ମୁଁ ତୁମ ସନ୍ତାନ ।

 ଅଂଶୁମାନ ସ୍ୱାଇଁ.

 ଓଡ଼ିଶା,କେନ୍ଦୁଝର୍ ।


Rate this content
Log in

Similar oriya poem from Inspirational