Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Bhunya

Others

2  

Prasanta Bhunya

Others

॥ ବିନୟାକାଙ୍କ୍ଷିଣୀ ॥

॥ ବିନୟାକାଙ୍କ୍ଷିଣୀ ॥

1 min
6.8K


ପତ୍ରଝଡ଼ା ଋତୁ ମେଲାଣି ମାଗୁଛି

ଶୀତ ଠିଆ ଏବେ ଦ୍ୱାରେ

ଋତୁରଙ୍ଗ ସବୁ ବଦଳି ଚାଲିଛି

ମଣିଷ ଜୀବନ ସୁରେ

ଶରତ କୋଳାଏ ତୁଷାର କଣାକୁ

ତୁଷାର ଛୁଏଁ ପଲ୍ଲବେ

ବିଦାୟ ମାଗଇ ପତ୍ରଝଡ଼ା ଋତୁ

ଶୀତ ପ୍ରବେଶ ଆହ୍ଲାଦେ

-ପ୍ରଭୂ


Rate this content
Log in