Audio

Forum

Read

Contests

Language


Write

Sign in
Wohoo!,
Dear user,
ପରିବା
ପରିବା
★★★★★

© Srinibas Mahalik

Inspirational

1 Minutes   6.9K    10


Content Ranking


ଆଜିକାଲି ଏହି ପରିବାଗୁଡାକ

କେଉଁଥିରୁ ସୃଷ୍ଟି ଭାଇ

ସକାଳେ କିଣିଲେ ସଞ୍ଜ ବେଳେ ସବୁ

ଯାଏ ହଳଦିଆ ହୋଇ..

କିଏ ଏଥିପାଇଁ ଦାୟୀ..

ନା ଏ ପ୍ରକୃତି ନା ଏ କୃଷକ

ନା ଏ ବେପାରୀ ଭାଇ ।୧।


କୃଷକ ପୂର୍ବରୁ ଜୟ ଶବ୍ଦ ଯୋଡି

କରୁ ଆମେ ସମ୍ବୋଧନ

ସେ କ'ଣ ଏଭଳି ପନିପରିବାରେ

ଢାଳିପାରେ ପଏଜନ..!!

ନା ପାଇବାକୁ ଧନ..

ଅସାଧୁ ବେପାରୀ କେମିକାଲ ଦେଇ

କରନ୍ତି ଏ କାର୍ଯ୍ୟମାନ ।୨।



ବିଜୟନଗର, ଗଣିଆ, ନୟାଗଡ଼

ପରିବା କୃଷକ ବେପାରୀ

Rate the content


Originality
Flow
Language
Cover design

Comments

Post


Some text some message..