ଅନ୍ତଃସ୍ୱର-୨୬
ଅନ୍ତଃସ୍ୱର-୨୬
1 min
6.6K
ନାୟିକା ନାମ ନାହିଁ,
ଆକାର ବି ନାହିଁ
ଯେତେବେଳେ ପର୍ଯ୍ୟନ୍ତ ଦେଇ ନାହିଁ କେହି ମତେ ନାମ କି
କରି ନାହଁ ମତେ କଳ୍ପନାରେ ବିନ୍ୟାସ
ସେତେବେଳେ ପର୍ଯ୍ୟନ୍ତ ହେଇ ପାରିବି ନାହିଁ
ମୁଁ ,
ସୃଜନତାର ଏକ ସୁନ୍ଦର ସୃଷ୍ଟି;
କହିପାର ମତେ କବିତା,
ମୁଁ ଖସି ଯାଇପାରେ ତଳକୁ
ପଡି ଉଠି ଉପରକୁ ବି ଯାଇ ପାରେ
ଆକାଶରେ ଉଡିପାରେ,
ଖେଳିପାରେ ଆଦିମକ୍ରୀଡା ପ୍ରକୃତି ସହ,
ସ୍ଥାଣୁ,ସ୍ଥିତପ୍ରଜ୍ଞ,ଦାମ୍ଭିକ,ଭୀରୁ, କାପୁରୁଷ,କାମୁକ ବି କହିପାର ମତେ,
ଅବା କଳ୍ପନା ...