କଳ୍ପନା
କଳ୍ପନା
ତୋତେ ନେଇ କେତେ କଳପନା କରେ
ବୁଝିନାହୁଁ କହେ ଯେତେ
ହେଲେ କଳପନା ଛାଡିଲାନି ମୋତେ
କଷ୍ଟ ଦେଲା ପଛେ କେତେ
ଭଲ ଭାବେ ଜାଣେ କଳପନା ବିନା
କେହି ବଞ୍ଚିପାରେ ନାହିଁ
ହେଲେ ଏହା ସତ ଯେତେ କଳପନା
ସେତେ ଦୁଃଖ ବଢିଥାଇ
ଚିତ୍ତ ରଞ୍ଜନ ଲେଙ୍କା(କଟକ)©
ତୋତେ ନେଇ କେତେ କଳପନା କରେ
ବୁଝିନାହୁଁ କହେ ଯେତେ
ହେଲେ କଳପନା ଛାଡିଲାନି ମୋତେ
କଷ୍ଟ ଦେଲା ପଛେ କେତେ
ଭଲ ଭାବେ ଜାଣେ କଳପନା ବିନା
କେହି ବଞ୍ଚିପାରେ ନାହିଁ
ହେଲେ ଏହା ସତ ଯେତେ କଳପନା
ସେତେ ଦୁଃଖ ବଢିଥାଇ
ଚିତ୍ତ ରଞ୍ଜନ ଲେଙ୍କା(କଟକ)©