Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

2  

Raja Sekhar CH V

Others

ଜୀବନ ରଣରଙ୍ଗ

ଜୀବନ ରଣରଙ୍ଗ

1 min
247



କେତେ କଷ୍ଟ ଏହି ଜୀବନ ଚତୁରଙ୍ଗ,

କେତେ କ୍ଳିଷ୍ଟ ଯେ ଅନୁଦିନର ରଣରଙ୍ଗ,

ସ୍ୱୟଂ ସୃଷ୍ଟି କରିବାକୁ ହେବ ଆନନ୍ଦ ଅନୁରାଗ ତରଙ୍ଗ,

ତେବେ ମାନସ ଖୁସି ରେ ଉଡ଼ିବ ଯେମିତି ବିନୋଦବିହାରୀ ବିହଙ୍ଗ |୧|


ଶୁଣିବାକୁ ହେବ ବିଭିନ୍ନ ପ୍ରସଙ୍ଗ,

ସଦା ପ୍ରାଥମିକତା ପାଉ ନିଜ ଅନ୍ତରଙ୍ଗ,

ଜୀବନ ରେ ଦେଖିବାକୁ ମିଳିବ ରଙ୍ଗତରଙ୍ଗ,

ସଦା ଶୁଣିବାକୁ ମିଳି ନ ପାରେ ସରଙ୍ଗୀ ସାରଙ୍ଗ |୨|



Rate this content
Log in