Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜୀବନ ରଣରଙ୍ଗ
ଜୀବନ ରଣରଙ୍ଗ
★★★★★

© Raja Sekhar CH V

Others

1 Minutes   1    0


Content Ranking


କେତେ କଷ୍ଟ ଏହି ଜୀବନ ଚତୁରଙ୍ଗ,

କେତେ କ୍ଳିଷ୍ଟ ଯେ ଅନୁଦିନର ରଣରଙ୍ଗ,

ସ୍ୱୟଂ ସୃଷ୍ଟି କରିବାକୁ ହେବ ଆନନ୍ଦ ଅନୁରାଗ ତରଙ୍ଗ,

ତେବେ ମାନସ ଖୁସି ରେ ଉଡ଼ିବ ଯେମିତି ବିନୋଦବିହାରୀ ବିହଙ୍ଗ |୧|


ଶୁଣିବାକୁ ହେବ ବିଭିନ୍ନ ପ୍ରସଙ୍ଗ,

ସଦା ପ୍ରାଥମିକତା ପାଉ ନିଜ ଅନ୍ତରଙ୍ଗ,

ଜୀବନ ରେ ଦେଖିବାକୁ ମିଳିବ ରଙ୍ଗତରଙ୍ଗ,

ସଦା ଶୁଣିବାକୁ ମିଳି ନ ପାରେ ସରଙ୍ଗୀ ସାରଙ୍ଗ |୨|


ଚତୁରଙ୍ଗ ପ୍ରସଙ୍ଗ ଅନ୍ତରଙ୍ଗ

Rate the content


Originality
Flow
Language
Cover design

Comments

Post

Some text some message..