Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Comedy Others Inspirational

3  

Lalatendu Kabi

Comedy Others Inspirational

କରିବ ରଣ

କରିବ ରଣ

1 min
6.5K


କରିବ ରଣ

ଲଲାଟେନ୍ଦୁ କବି

 

କବିତା ବୀତ ନୁହେଁ, ଭବିଷ୍ୟବାଣୀ:

କହେ ସଜ୍ଜନେ ଜିନ ଜନ ବଖାଣି   ||

ସନ୍ଥ ସର୍ବଗ ଶାପ କରି ବରଣ

ପାଖଣ୍ଡୀ ପାକିସ୍ଥାନ କରିବ ରଣ   ||

ମତି ବିରୂପ ହେଲା ବିନାଶ କାଳେ

ନିଶିକେ ନାଶ ଯିବ ବିନା ସକାଳେ  ||

ଭୂମି ତନୟ ନାହିଁ ଭଦ୍ରକ ପାଟେ;

ଭ୍ରମିତ ନୟ ନୁହେଁ ଭଦ୍ର କପାଟେ   ||

ଅଣୁପ୍ରସ୍ଫୋଟ ପାଶେ ନାରାଚ ରଣ

ଅନୁପ୍ରସକ୍ତ ସେ ତ ନର ଚରଣ   ||

*****

-----------------------------------------------------------------------------------

ବୀତ= ଇଚ୍ଛା[କରି]; ଜିନ= ଅତି ବୟସ୍କ; ସର୍ବଗ= ଇଶ୍ଵର[ଯେ ସର୍ବତ୍ର ଗମନ କରି ପାରନ୍ତି]; ଭୂମି ତନୟ= [ଏହି] ଭୂମିର ପୁତ୍ର; ଭଦ୍ରକ= ଅନ୍ତଃପୁର; ପାଟ= ବସ୍ତ୍ରବିଶେଷ; ନୟ= ସିଦ୍ଧାନ୍ତ; ଭଦ୍ର= ଶାନ୍ତ; କପାଟ= ଦ୍ଵାର; [ଭ୍ରମିତ (ପାକିସ୍ତାନ)ର ସିଦ୍ଧାନ୍ତ ଭଦ୍ର ଲୋକଙ୍କ ଦ୍ଵାର (ବାଟେ ଯିବା ଆସିବା)ରେ ନାହିଁ]  ନାରାଚ= ଶର; ଅନୁପ୍ରସକ୍ତ= ବିଶେଷ ଆସକ୍ତ;


Rate this content
Log in