Audio

Forum

Read

Contests

Language


Write

Sign in
Wohoo!,
Dear user,
କରିବ ରଣ
କରିବ ରଣ
★★★★★

© Lalatendu Kabi

Comedy Others Inspirational

1 Minutes   6.5K    5


Content Ranking

କରିବ ରଣ

ଲଲାଟେନ୍ଦୁ କବି

 

କବିତା ବୀତ ନୁହେଁ, ଭବିଷ୍ୟବାଣୀ:

କହେ ସଜ୍ଜନେ ଜିନ ଜନ ବଖାଣି   ||

ସନ୍ଥ ସର୍ବଗ ଶାପ କରି ବରଣ

ପାଖଣ୍ଡୀ ପାକିସ୍ଥାନ କରିବ ରଣ   ||

ମତି ବିରୂପ ହେଲା ବିନାଶ କାଳେ

ନିଶିକେ ନାଶ ଯିବ ବିନା ସକାଳେ  ||

ଭୂମି ତନୟ ନାହିଁ ଭଦ୍ରକ ପାଟେ;

ଭ୍ରମିତ ନୟ ନୁହେଁ ଭଦ୍ର କପାଟେ   ||

ଅଣୁପ୍ରସ୍ଫୋଟ ପାଶେ ନାରାଚ ରଣ

ଅନୁପ୍ରସକ୍ତ ସେ ତ ନର ଚରଣ   ||

*****

-----------------------------------------------------------------------------------

ବୀତ= ଇଚ୍ଛା[କରି]; ଜିନ= ଅତି ବୟସ୍କ; ସର୍ବଗ= ଇଶ୍ଵର[ଯେ ସର୍ବତ୍ର ଗମନ କରି ପାରନ୍ତି]; ଭୂମି ତନୟ= [ଏହି] ଭୂମିର ପୁତ୍ର; ଭଦ୍ରକ= ଅନ୍ତଃପୁର; ପାଟ= ବସ୍ତ୍ରବିଶେଷ; ନୟ= ସିଦ୍ଧାନ୍ତ; ଭଦ୍ର= ଶାନ୍ତ; କପାଟ= ଦ୍ଵାର; [ଭ୍ରମିତ (ପାକିସ୍ତାନ)ର ସିଦ୍ଧାନ୍ତ ଭଦ୍ର ଲୋକଙ୍କ ଦ୍ଵାର (ବାଟେ ଯିବା ଆସିବା)ରେ ନାହିଁ]  ନାରାଚ= ଶର; ଅନୁପ୍ରସକ୍ତ= ବିଶେଷ ଆସକ୍ତ;

ମତି ବିରୂପ ହେଲା ବିନାଶ କାଳେ ନିଶିକେ ନାଶ ଯିବ ବିନା ସକାଳେ ||

Rate the content


Originality
Flow
Language
Cover design

Comments

Post


Some text some message..