ଜୀବନ ଗୀତା-୨୩୪
ଜୀବନ ଗୀତା-୨୩୪
1 min
7.0K
ଜୀବନକୁ କରିବାକୁ
ମହିମା ମଣ୍ଡିତ
ସୁଗୁଣ ସବୁକୁ ତହିଁ
କରହେ ପିଣ୍ଡିତ ॥୦॥
ଜୀବନରେ ଉତ୍ତରଣ
ଆସିଯାଏ ଯେବେ
ଜୀବନ ମହିମାମୟ
ହୋଇଯାଏ ତେବେ
ଭୟର ବଳୟ ଦୂର
ହୁଅଇ ତୁରିତ ॥୧॥
ଜୀବନର ଅସହାୟ
ଭାବ କଟିଯାଏ
ଉତ୍ତରିତ ଚେତନାର
ଫଳାଫଳ ଇଏ
ଜୀବନର ଧ୍ୟାନ ସବୁ
ହୁଅଇ କେନ୍ଦ୍ରିତ ॥୨॥