Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜୀବନ ଗୀତା-୨୩୪
ଜୀବନ ଗୀତା-୨୩୪
★★★★★

© Geeta Sarangi

Others

1 Minutes   7.0K    4


Content Ranking

 
 
ଜୀବନକୁ କରିବାକୁ
ମହିମା ମଣ୍ଡିତ
ସୁଗୁଣ ସବୁକୁ ତହିଁ
କରହେ ପିଣ୍ଡିତ ॥୦॥
 
ଜୀବନରେ ଉତ୍ତରଣ
ଆସିଯାଏ ଯେବେ
ଜୀବନ ମହିମାମୟ
ହୋଇଯାଏ ତେବେ
ଭୟର ବଳୟ ଦୂର
ହୁଅଇ ତୁରିତ ॥୧॥
 
ଜୀବନର ଅସହାୟ
ଭାବ କଟିଯାଏ
ଉତ୍ତରିତ ଚେତନାର
ଫଳାଫଳ ଇଏ
ଜୀବନର ଧ୍ୟାନ ସବୁ
ହୁଅଇ କେନ୍ଦ୍ରିତ ॥୨॥

ଜୀବନ ଓଡିଆ

Rate the content


Originality
Flow
Language
Cover design

Comments

Post

Some text some message..