Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Tragedy

2  

Amiya Bej

Tragedy

ହୃଦୟ ନାହିଁ

ହୃଦୟ ନାହିଁ

3 mins
1.4K


ଏ' ଲୁହାଚେୟାର୍ କି' କାଠଟେବୁଲ୍ ର

ହୃଦୟ ନାହିଁ !

ଏ' ପାଣି ନଳର କି' ଗ୍ୟାସ୍ ଚୁହ୍ଲା ର

ହୃଦୟ ନାହିଁ !

ଏ' ବେଶପୋଷାକର କି' ଖାତାକଲମ ର

ହୃଦୟ ନାହିଁ !

ଯା'ର ଜୀବ ନାହିଁ , ତା'ର ହୃଦୟ ନାହିଁ ।

କେଉଁ ଆଉ

ପ୍ରେମିକା ଛାତି

ଉଠାପକା ଜୀବଟେ ଯେ...

ହୃଦୟ କାଇଁ ?

ହୃଦୟ ନାହିଁ , ହୃଦୟ ନାହିଁ !


Rate this content
Log in

Similar oriya poem from Tragedy