Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jaya Krishna Meher

Inspirational

2  

Jaya Krishna Meher

Inspirational

ଅନ୍ଧ ବିଶ୍ଵାସ

ଅନ୍ଧ ବିଶ୍ଵାସ

1 min
6.6K


ଭୁଲ ହୋଇଯାଏ ଅଜାଣତରେ

ସତେ କି ! ମୋର କିଛି ହୋଇଯିବ

ମନରେ ଜମାଟ ବାନ୍ଧେ ଅଜଣା ଭୟ

କାଳେ କିଛି ଘଟିଯିବ କି ! 

ଅଧିକ ଶିକ୍ଷିତ ଅତ୍ୟାଧୁନିକ ମନ ବି

ଝାଉଁଲି ହାର ମାନିଯାଏ ।

ମନକୁ ବୁଝାଇ ଥକିପଡେ 

ବାରମ୍ବାର ସୃତିହୁଏ ସେ ପ୍ରତିବିମ୍ବ

ସବୁକିଛି ଥାଇ ଲାଗେ ଅନ୍ଧ ,ମୁକ , ବିକଳାଙ୍ଗ

ଶେଷରେ ମାନିବାକୁ ବାଧ୍ୟ ହୁଏ

ସେହି ପାରମ୍ପରିକ ବିଶ୍ୱାସ 

ଅନ୍ଧବିଶ୍ୱାସ.......ଅନ୍ଧବିଶ୍ୱାସ......।

 ଜୟକୃଷ୍ଣ ମେହେର 

  ଗୋହିରାପଦର 

  9938822205


Rate this content
Log in

Similar oriya poem from Inspirational