Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୁକ୍ତି
ମୁକ୍ତି
★★★★★

© Amiya Bej

Others

1 Minutes   1.3K    9


Content Ranking

ମୁକ୍ତି

ପାଇବାର ମନନେଇ

ଯାଏ ଯେବେ ,

ଖାଲିହାତେ ଫେରିବାକୁ ଈ' ହୁଏ ।

ହୁଏ ମନ ଉଣା ସତ଼

ଆଶାଟିଏ ତଥାପି ବି ଥାଏ ।

ପୁଣିଥରେ ଯାଇ ଫେରୁଥାଏ ।

ଏଇ ଫେରା - ଲେଉଟାର,

ଖେଳ ଭିତରେ ଈ'

ମୁକ୍ତି ର ବାଟ ଖୋଲି ଯାଇ ଥାଏ ।।।।

ମୁକ୍ତି

Rate the content


Originality
Flow
Language
Cover design

Comments

Post

Some text some message..