Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଓଁ ନମଃ  ଶିବାୟ  ..........
ଓଁ ନମଃ  ଶିବାୟ  ..........
★★★★★

© Sudama Lenka

Others

1 Minutes   6.5K    2


Content Ranking

ଅରଖ ଫୁଲରେ ପ୍ରଭୁ 

        ତୁମର ସରଧା l

ଦୁଦୁରା ଫୁଲ ମଧ୍ୟରେ 

       ଦିଶ କେଡେ ଶୋଭା l

ରୁ୍ଦ୍ରାକ୍ଷ ମାଳାକୁ ତୁମ୍ଭେ 

        କରିଛ ଧାରଣ l

 ସର୍ପେଶ୍ୱର ବୋଲି ତୁମ୍ଭେ 

        ଜଗତରେ ଜାଣ l

ସମୁଦ୍ର ମନ୍ଥନ ବେଳେ 

         ବିଷ ଯେ ଉତ୍କଣ୍ଠ l

ସେ ବିଷକୁ ପାନ କରି 

        ହେଲ ନୀଳକଣ୍ଠ l

ଜଗତ ଈଶ୍ୱର ପ୍ରଭୁ 

        ତୁମ୍ଭେ ମହେଶ୍ୱର l

 କୈଳାସରେ ବସିଅଛ 

         ହେ ଡ଼ମ୍ବୁରଧର l

    ଓଁ ନମଃ ଶିବଶଙ୍କର llllll

             

          

ଅରଖ ଫୁଲ ଦୁଦୁରା ରୁ୍ଦ୍ରାକ୍ଷ

Rate the content


Originality
Flow
Language
Cover design

Comments

Post

Some text some message..