ଦି ଟଂକିଆ କବିତା
ଦି ଟଂକିଆ କବିତା
1 min
1.5K
ନୂଆଣିଆଁ ଚାଳଘର
ଡିବିରି ବତୀରେ
ମହଂଗା ଦିଶେ
ଇନ୍ଦିରା ଆବାସ ,
ନିଅନ ବତୀ l (1)
ମୁନିଆଁ ନଖ
ବାଘର ହଳେ ଆଖିରେ ,
ନିର୍ଭୟାର ନିର୍ଭୟ
ନିଅଣ୍ଟ l (2)
ବିକ୍ରି ବଜାରରେ
ତ୍ରିରଂଗା ଖାଲି
ଦୁଇ ଟଂକା ll
ଲିପି