Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ପ୍ରକୂତି ! ମଣିଷ ! ତୁମ ସମ୍ପର୍କ । ସନେଟ - (କାଶ୍ୟପ) ଙ୍କ ପ୍ରୟାସ ।

ପ୍ରକୂତି ! ମଣିଷ ! ତୁମ ସମ୍ପର୍କ । ସନେଟ - (କାଶ୍ୟପ) ଙ୍କ ପ୍ରୟାସ ।

1 min
6.6K


ପ୍ରକୂତି ! ମଣିଷ ! ତୁମ ସମ୍ପର୍କ ।

ସନେଟ - (କାଶ୍ୟପ) ଙ୍କ ପ୍ରୟାସ ।

ପ୍ରକୂତି--------------------! କିଏ ! ସେ ଶିଳ୍ପୀ ଯାହାର ଅତୁଳନୀୟ ତୁଳି ,ରଙ୍ଗ, କ୍ୟାନଭାସ କଳ୍ପନା ତୁମେ ଯେ ନେଇ ଆସିଛ ଅମୃତ ବର୍ଷିନି ହୋଇ , ପ୍ରତେକ ଦିନ ଏକ ନୂଆ ରୂପ ।

ମଣିଷ -----------------------! କ୍ଷୁଧା, ଯନ୍ତ୍ରଣା, ଜରା, ମର୍ତ୍ୟୁ ର ଅଭିସନ୍ଧି ରେ ବଞ୍ଚେ ଲମ୍ପଟ , କୂଟନୀତି, ଲୋଭ ଗ୍ରସ୍ତ ହୋଇ ଅଯାଚିତ ଦାନର ମୁଲ୍ୟ ସେ କାହୁଁ ବୁଝିବ

ପ୍ରେମ ,ଭକ୍ତି ,ସମର୍ପଣ ----------! ଭାବ ତର୍ପଣ ରାସ ଏଠି ଖାଲି ଚର୍ମ ଘର୍ଷଣ , ସ୍ପନ୍ଦନ ତୋ ଶୁଭୁନି ଚଳ ଚଞ୍ଚଳ ଜୀବନ ରବର୍ଟ ପାଲଟି ଗଲାଣି ପ୍ରେମ ଭକ୍ତି ସମର୍ପଣ ତ ହଜି ଗଲାଣି କୃଷ୍ଣ ଚୁଡା ଗଛ ମୁଳେ ଛିଡା ହୋଇ ଥିବା ଟୋକା ଟୋକିଙ୍କ ଏଣ୍ଡରାଇଡ଼ ଫୋନେ ରେ ଲୁଚି ରହି ଥିବା ଫ୍ରନ ଭିଡିଓର ଅଶ୍ମିଳତା ର ଶୀର୍ଷ ଦିଗନ୍ତ ସେପରିରେ ଥିବା କିଛି ଗର୍ଭସ୍ତ ଟୁକଡା ମଣିଷ ମାଂସ ପିଣ୍ଡ ବନିଥିବା ଡାକ୍ତରଖାନା ପଛପଟେ ବଂଶ ବୃଦ୍ଧି କରି ଚାଲିଥିବା ବୁଲା କୁକୁରଙ୍କ ଆହାର ଗନ୍ଧ ଭିତରେ । ଧନ୍ୟ ପ୍ରକୃତି ଓ ମଣିଷ ତୁମ ସମ୍ପର୍କ ।

ରାମ ପ୍ରସାଦ ବିଶୋଇ (କାଶ୍ୟପ) ସମୟ-ରାତ୍ର-୧୧-୫୩ ମିନିଟ । ତା-୦୬-୦୬-୧୬ ,ରାୟଗଡ଼ା ।


Rate this content
Log in