Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspita Dash

Others

2  

Puspita Dash

Others

ନବ ଉଷା

ନବ ଉଷା

1 min
1.3K


ହଜିଯିବା ସାଥି ହଜିଯିବା ଆମେ

ଯବନିକା ପତନରେ

ଖୋଜିବନି କେବେ ଲୋଡିବନି ବନ୍ଧୁ

ଜୀବନର ସାୟାହ୍ନରେ

ରଙ୍ଗ ଲିଭିଯିବ ଔଜଲ୍ୟ ହଜିବ

ମୁଖରେ ନଥିବ ଭାଷା

ଆଉ ଏକ ଜନ୍ମ ନେବି ମୁଁ ଯେ ସଖା

ଚାହେଁ ଏକ ନବ ଉଷା।

।ପୁଷ୍ପିତା ଦାଶ।।


Rate this content
Log in