Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

2  

Kamal Kumar Dash

Others

ଶୀତ ସକାଳ

ଶୀତ ସକାଳ

1 min
3.3K


ଶୀତ ସକାଳ


ଶୀତ ସକାଳର କୁହୁଡିରେ ଘେରା

ସେଇ ଗାଆଁ ବାଟ ଧାରେ

ତୁମ ପାଉଁଜି ର ଝଂକାର ପାଇଁକି

ଆଜିବି ଅପେକ୍ଷା କରେ 1

ତୁମେ ଗଲାପରେ ମୋ ଆଖିରୁ ଦୂରେ

କେବେତ ଫେରିନ ଥରେ

କେବେ ପଚାରିନ କଥାବି ହୋଇନ

ଆସିନ ବି ସପନରେ 2

କହିବାକୁ ତୁମେ ଅନେକ ତ ଥିଲା

ପାରିଲିନି କିଛି କହି

ତୁମେ ଗଲାପରେ ତୁମ କଥା ଭାବି

କବିଟେ ଯାଇଛି ହୋଇ


Rate this content
Log in