Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

K. Nirmal

Tragedy

2  

K. Nirmal

Tragedy

ଆଜିର ମଣିଷ

ଆଜିର ମଣିଷ

1 min
6.7K


ଅଭାବ ଭିତରେ ବଞ୍ଚିଛି ମଣିଷ

ଚାଲି ନିଜ ସତ୍ୟ ପଥେ

ଚାଲିବାକୁ ହେବ ପଥ ବହୁଦୁର

ଦୁନିଆଁର ନୀତି ସାଥେ


ଏ ସଂସାର ରିତୀ ନୀତିତ ଅଲଗା

ଧୋକାବାଜ ଏଠି ବେଶୀ

ନିଜ ଭାଇ ଏଠି ଶତ୍ରୁ ହେଇ ପରା

ଚଡ଼ାଇ ଦଉଛି ଫାଶୀ


ଜାଣି ପାରୁନାହିଁ ଆଜିର ମଣିଷ

କିଏ ବା ଭଲ ମଣିଷ

ନିଜ ଲୋକ ଏଠି ନିଜର କୋଉଠି

ବିଶ୍ୱାସେ ଦିଅନ୍ତି ବିଷ


Rate this content
Log in

Similar oriya poem from Tragedy