Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational

2  

Geeta Sarangi

Inspirational

ଜୀବନ ଗୀତା-୨୫୬

ଜୀବନ ଗୀତା-୨୫୬

10 mins
7.0K


ଜୀବନ ତ ସରି ସରିଯାଏ

ପ୍ରାପ୍ତିର ପଛରେ ଧାଇଁ

କେତେ ପ୍ରାର୍ଥନା କେତେ ଯାତନା

ଫଳ କିନ୍ତୁ ମିଳେନାହିଁ ॥୦॥

ରାତିର ସପନ ତ ଶେଫାଳି ଫୁଲ

ସକାଳକୁ ଝରିଯାଏ

ହୃଦୟ ଆବେଗ ମୁଠାଏ ପାଉଁଶ

ପବନରେ ଉଡିଯାଏ

ଯେତେ ଚେତନା ସେତେ ଭାବନା

ଚିନ୍ତାରୁ ତ ମୁକ୍ତି ନାହିଁ ॥୧॥

ମଧୁର ଆନନ୍ଦ ତ ଇଦ୍​ର ଚାନ୍ଦ

ଡେରିକରି ଉଇଁଥାଏ

ମନର ବିଷାଦ ତ ସକାଳ ସୂର୍ଯ୍ୟ

ଟିକେ ବି ଡେରି ନହୁଏ

ଯେତେ କାମନା ସେତିକି ତୃଷ୍ଣା

ଜୀବନରେ ଶେଷନାହିଁ ॥୨॥


Rate this content
Log in

Similar oriya poem from Inspirational