Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ଶାଣିତ ତରବାରୀ-୨୧

ଶାଣିତ ତରବାରୀ-୨୧

1 min
6.7K


କବିଙ୍କ ବୟସ ପଚାରି

କାହିଁ ହେଉଛ ହଟ ହଟା

ନିଧାଘ ଗ୍ରୀଷ୍ମର ଗରମ,

ଚାରିଆଡେ ତୁମ ଆତଙ୍କ,

ଗରମ ଗରମ ,

ହାଏ ଗରମ, ଓଏ ଗରମ,

କିନ୍ତୁ କବି ନୁହେଁ

ବାସିନ୍ଦା

ତୁମ ପୃଥିବୀର--------!

ସଂଖ୍ୟାରେ ଗଣା ଯାଏ

ଯେଉଁଠି ବୟସ,

ଆଜି ବି କବି

ସେଇ ଷୋଳବର୍ଷିୟ ଅନୁସନ୍ଧିସ୍ତ ଯୁବକ ଆଉ ତା କବିତା

ଅପୁରୁପା ଲାବଣ୍ୟବତୀ

ତନୁଲତା-------! !

ତୁମେ ଗ୍ରୀଷ୍ମରେ ଜାଳ,

ଆଉ କବି

ଶବ୍ଧରେ ଭରି ଦିଏ

ଶିତଳତା,

ଜିତାପଟ୍ଟ ,କାହାର

କୁହ ତ, ଗ୍ରୀଷ୍ମ ----!!!


@କାଶ୍ୟପ ।


Rate this content
Log in