Audio

Forum

Read

Contests

Language


Write

Sign in
Wohoo!,
Dear user,
ଶାଣିତ ତରବାରୀ-୨୧
ଶାଣିତ ତରବାରୀ-୨୧
★★★★★

© Ram Prasad Bisoi

Others

1 Minutes   6.7K    6


Content Ranking

କବିଙ୍କ ବୟସ ପଚାରି

କାହିଁ ହେଉଛ ହଟ ହଟା

ନିଧାଘ ଗ୍ରୀଷ୍ମର ଗରମ,

ଚାରିଆଡେ ତୁମ ଆତଙ୍କ,

ଗରମ ଗରମ ,

ହାଏ ଗରମ, ଓଏ ଗରମ,

କିନ୍ତୁ କବି ନୁହେଁ

ବାସିନ୍ଦା

ତୁମ ପୃଥିବୀର--------!

ସଂଖ୍ୟାରେ ଗଣା ଯାଏ

ଯେଉଁଠି ବୟସ,

ଆଜି ବି କବି

ସେଇ ଷୋଳବର୍ଷିୟ ଅନୁସନ୍ଧିସ୍ତ ଯୁବକ ଆଉ ତା କବିତା

ଅପୁରୁପା ଲାବଣ୍ୟବତୀ

ତନୁଲତା-------! !

ତୁମେ ଗ୍ରୀଷ୍ମରେ ଜାଳ,

ଆଉ କବି

ଶବ୍ଧରେ ଭରି ଦିଏ

ଶିତଳତା,

ଜିତାପଟ୍ଟ ,କାହାର

କୁହ ତ, ଗ୍ରୀଷ୍ମ ----!!!


@କାଶ୍ୟପ ।

ଗ୍ରୀଷ୍ମ କବି ଶିତଳତା

Rate the content


Originality
Flow
Language
Cover design

Comments

Post


Some text some message..