Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Padarbinda Rath

Romance

2  

Padarbinda Rath

Romance

ପ୍ରେମର ପ୍ରତିଶବ୍ଦ -୨

ପ୍ରେମର ପ୍ରତିଶବ୍ଦ -୨

1 min
1.7K


ପ୍ରେମର ପ୍ରତିଶବ୍ଦ -୨

ତୋ ସାଥେ ସୁରକ୍ଷିତ ମୋ ପ୍ରତିକ୍ଷଣ

କରାଏ ଅନୁଭବ ମୋ ବର୍ତ୍ତମାନ
ୟେ ଜୀବନରେ ପ୍ରତିକ୍ଷଣ ଚାହେଁ ତୋତେ

ମୋ ଅଡୁଆ, ଅସଜଡ଼ା, ସବୁକ୍ଷଣ
ନିର୍ମମ, ନିଷ୍ଠୁର, ୟେ ଚଲାପଥରେ

ଖୋଜେ ତୋତେ, ମୋ ବର୍ତ୍ତମାନ ବି ସବୁକ୍ଷଣ
ୟେ ଜୀବନେ ଚାହେଁ ତୋତେ ମୁଁ ସବୁକ୍ଷଣ

ସଜାଇବା ପାଇଁ ମୋ ଛୋଟଛୋଟ ପ୍ରତିକ୍ଷଣ ।


Rate this content
Log in