Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

3  

Chittaranjan Lenka

Others

ବାପା

ବାପା

1 min
6.5K


ବାପା ମୋର ଧର୍ମ ବାପା ମୋର ସ୍ଵର୍ଗ

ବାପା ସରଗଠୁ ବଡ

ଏ ପବିତ୍ର ଭାବ ଅଛି ଯା ମନରେ

କି କରିବ ଦୁଃଖ ଝଡ ?

ବିଶ୍ଵାସ ନ କଲେ ପ୍ରଭୁ ଜଗନ୍ନାଥ

କାଠର ମୁରତି ଟିଏ

ବିଶ୍ଵାସ କର କି ନ କର ପଛକେ

ବାପା ଶକ୍ତି ଦେଇଥାଏ

ବାପ ଥିବା ପିଲା ସଭାରେ ହାରେନି

ବହୁ ପୁରାତନ କଥା

ପିଲା ଯଦି ଭାବେ ବୁଢା ବାପା ବୋଝ

ଏହାଠୁ ଅଛି କି ବ୍ୟଥା ???

ଚିତ୍ତରଞ୍ଜନ ଲେଙ୍କା,କଟକ


Rate this content
Log in