Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jagabandhu Sahu

Others

2  

Jagabandhu Sahu

Others

ମୋ ଗାଆଁ

ମୋ ଗାଆଁ

1 min
4.9K


ପୂର୍ବ ଆକାଶରେ ସୁରୁଜ ଉଇଁଲେ

ନୂଆଁ ଲାଗେ ମୋ ଗାଆଁ

ଗୋବର ବେଦୀରେ ମୁରୁଜର ଝୋଟି

ସବୁ ଲାଗେ ନୂଆଁ ନୂଆଁ


ମୋ ଗାଆଁ ମନ୍ଦିର ଘଣ୍ଟ ଧ୍ବନୀ ଶୁଣି

ପୁରି ଉଠେ କାୟ-ମନ

ପ୍ରଭୁଙ୍କ ଦର୍ଶନ ପାଇଲା ମାତ୍ରକେ

ପୂର୍ଣ୍ଣ ହୁଏ ମନସ୍କାମ


ଗଉଡ ଭାଇ ମୋ ବଇଁଶି ବଜାଇ

ନେଇ ଯାଏ ଗାଈଗୋଠ

କୁନା କୁନି ମୋର ଭାଇ ଭଉଣୀଏ

ପଢୁଥାନ୍ତି ବସି ପାଠ


ଦୂର ତାଳ-ବଣ ସେ ବିଲ ଜଙ୍ଗଲ

କେତେ ମିଠା ତାର ନାଆଁ

କଳା ସଂସ୍କୃତିରେ ଭରା ପୂର୍ଣ୍ଣ ସେଇ

ଅଟେ ଛୋଟ ମୋର ଗାଆଁ


Rate this content
Log in