ମୋ ଭାଇ
ମୋ ଭାଇ
1 min
6.7K
ଦୁନିଆରେ ଯେତେ
ଦାମିକା ଉପହାର
ମୋ ଭାଇ ପାଖରେ
ସବୁ ଲାଗେ ତୁଚ୍ଛ
ହୀରା ମୋତି ମାଣିକ
ସବୁ ମୂଲ୍ୟ ହୀନ
ମୋ ଭାଇର ହସ
ସରଗ ପରି ସୁଖ
ଜଗତର ନାଥ ଜଗନ୍ନାଥ
ଏମିତି ଭାଇ ଦିଅ ସବୁ ଜନ୍ମରେ ସତ .....