Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Abstract

2  

Bhakta Malla

Abstract

ପ୍ରେମ କଥା

ପ୍ରେମ କଥା

1 min
6.8K


ତୁମେ ଯଦି କେବେ କବିତା ଲେଖିବ

ପ୍ରେମ ପ୍ରଣୟର କଥା,

ନ ରହିବ ଯଦି ବିରହ ବେଦନା

ଅଶ୍ରୁଳ କିଛି ବ୍ୟଥା ;

ନ ଲାଗିଛି ଯେବେ

ମଥାରେ କଳଙ୍କ

ଦେହରେ ରକ୍ତ ଛିଟା ;

ନ ଜଳିଛ ଯଦି ଦଗ୍ଧ ହୃଦୟେ

ସିଏ କି ' ପ୍ରେମରେ ଲେଖା ??

ନିଭିଯିବ ନିଶ୍ଚେ

ଜଳିବା ଆଗରୁ

ପୂର୍ଣ୍ଣ ନୁହେଁ ପ୍ରେମ କଥା ।।


ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ

21st October 2017.


Rate this content
Log in

Similar oriya poem from Abstract