Audio

Forum

Read

Contests

Language


Write

Sign in
Wohoo!,
Dear user,
ସଂଳାପ-୧୮
ସଂଳାପ-୧୮
★★★★★

© Ram Prasad Bisoi

Others

1 Minutes   6.9K    5


Content Ranking

ସଂଳାପ-୧୮,
 
ଜାଣେନି ତଥାଗତ,ନିର୍ବାସନ କଣ ?
ଶ୍ରମଣଙ୍କ କର୍ତ୍ତବ୍ୟ କଣ ? 
ଚାଲିବାକୁ ଛାଡିଛ ତୁମେ,
ଚାଲିଛି,
ମତେ ତୁମେ ଡାକି ନେବା ପର୍ଯ୍ୟନ୍ତ ,
ଚାଲିଥିବି,
ତୁମ ନିକଟେ ମୋ ବୋଧ, ସମର୍ପିତ ।
ଆତ୍ମାରେ ଯଦି ତୁମେ ଅଛ ,
ଭଲ ବି ତୁମର ମନ୍ଦ ବି ତୁମର ।
ଅସ୍ପୃହା ଅସ୍ପୃହିତ କିଏ,
କାହାର,
ଅପେକ୍ଷା କାହିଁକି  ?
କରିବି ,କାହା ମନ୍ତବ୍ୟ ମୋ ପାଇଁକି ?
ପ୍ରୟୋଜନ ।
ନୀରବରେ ଚାଲନ୍ତୁ ସମସ୍ତେ,
ମୁଁ କିନ୍ତୁ  ଦସ୍ତଖତ ଦେଇ ଚାଲିଥିବି
ଅବିରାମ ସେମାନଙ୍କ ହୃଦୟର ଦ୍ୱାର ଦେଶେ ।
ନିମିତ୍ତ ପଥିକ ,
ଆଶ୍ରା ବୋଧିସତ୍ୱ ମୋର ।
 
କାଶ୍ୟପ,। with Booloo Hota and Satyanarayan Gantayat
ରାୟଗଡା।

ସଂଳାପ-୧୮

Rate the content


Originality
Flow
Language
Cover design

Comments

Post


Some text some message..