Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ସଂଳାପ-୧୮

ସଂଳାପ-୧୮

1 min
6.9K


ସଂଳାପ-୧୮,
 
ଜାଣେନି ତଥାଗତ,ନିର୍ବାସନ କଣ ?
ଶ୍ରମଣଙ୍କ କର୍ତ୍ତବ୍ୟ କଣ ? 
ଚାଲିବାକୁ ଛାଡିଛ ତୁମେ,
ଚାଲିଛି,
ମତେ ତୁମେ ଡାକି ନେବା ପର୍ଯ୍ୟନ୍ତ ,
ଚାଲିଥିବି,
ତୁମ ନିକଟେ ମୋ ବୋଧ, ସମର୍ପିତ ।
ଆତ୍ମାରେ ଯଦି ତୁମେ ଅଛ ,
ଭଲ ବି ତୁମର ମନ୍ଦ ବି ତୁମର ।
ଅସ୍ପୃହା ଅସ୍ପୃହିତ କିଏ,
କାହାର,
ଅପେକ୍ଷା କାହିଁକି  ?
କରିବି ,କାହା ମନ୍ତବ୍ୟ ମୋ ପାଇଁକି ?
ପ୍ରୟୋଜନ ।
ନୀରବରେ ଚାଲନ୍ତୁ ସମସ୍ତେ,
ମୁଁ କିନ୍ତୁ  ଦସ୍ତଖତ ଦେଇ ଚାଲିଥିବି
ଅବିରାମ ସେମାନଙ୍କ ହୃଦୟର ଦ୍ୱାର ଦେଶେ ।
ନିମିତ୍ତ ପଥିକ ,
ଆଶ୍ରା ବୋଧିସତ୍ୱ ମୋର ।
 
କାଶ୍ୟପ,। with Booloo Hota and Satyanarayan Gantayat
ରାୟଗଡା।


Rate this content
Log in