Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା- ୮୮

ଜୀବନ ଗୀତା- ୮୮

1 min
6.6K


ଜୀବନ ଗୀତା- ୮୮

ବହୁରୂପୀ ଏ ଜୀବନ
          ପିନ୍ଧେ ଭଳିଭଳି ମୁଖା
କରି ତ ହୁଏନା କେବେ
          ଭାଷାରେ ତାହାକୁ ବ୍ୟାଖ୍ୟା ॥୦॥

ଛଳନାର ଛତା ଘୋଡି-
          ହୁଅଇ ଯେବେ ଜୀବନ
ମାୟା ତା'ର ଭେଦିବାକୁ
          ଅସମର୍ଥ ଭଗବାନ
ପୁସ୍ତକରେ ନାହିଁ ଯାହା
          ଦିଅଇ ଜୀବନ ଶିକ୍ଷା ॥୧॥

ହରରଙ୍ଗୀ ଏ ଶରୀର
          ଫିକା ପଡେ ଯେବେ ରଙ୍ଗ
ଜଣେ ହେଲେ ଦିଅନ୍ତିନି
          କେହି ତ ତାହାର ସଙ୍ଗ
ଆତ୍ମା ଏକା ଚିରନ୍ତନ
          ଏ ତ ଜୀବନର ଦୀକ୍ଷା ॥୨॥


Rate this content
Log in