Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜୀବନ ଗୀତା- ୮୮
ଜୀବନ ଗୀତା- ୮୮
★★★★★

© Geeta Sarangi

Others

1 Minutes   6.6K    3


Content Ranking

ଜୀବନ ଗୀତା- ୮୮

ବହୁରୂପୀ ଏ ଜୀବନ
          ପିନ୍ଧେ ଭଳିଭଳି ମୁଖା
କରି ତ ହୁଏନା କେବେ
          ଭାଷାରେ ତାହାକୁ ବ୍ୟାଖ୍ୟା ॥୦॥

ଛଳନାର ଛତା ଘୋଡି-
          ହୁଅଇ ଯେବେ ଜୀବନ
ମାୟା ତା'ର ଭେଦିବାକୁ
          ଅସମର୍ଥ ଭଗବାନ
ପୁସ୍ତକରେ ନାହିଁ ଯାହା
          ଦିଅଇ ଜୀବନ ଶିକ୍ଷା ॥୧॥

ହରରଙ୍ଗୀ ଏ ଶରୀର
          ଫିକା ପଡେ ଯେବେ ରଙ୍ଗ
ଜଣେ ହେଲେ ଦିଅନ୍ତିନି
          କେହି ତ ତାହାର ସଙ୍ଗ
ଆତ୍ମା ଏକା ଚିରନ୍ତନ
          ଏ ତ ଜୀବନର ଦୀକ୍ଷା ॥୨॥

ଜୀବନ ଗୀତା

Rate the content


Originality
Flow
Language
Cover design

Comments

Post

Some text some message..