ଭଲ ହେବାର ଉପାୟ
ଭଲ ହେବାର ଉପାୟ
ଏମିତି କେ ନାହିଁ ଯାହାର ମନରେ
ଭଲ ବୁଦ୍ଧି ଟିକେ ନାହିଁ
ହେଲେ ସତ କଥା ମନ୍ଦ ବୁଦ୍ଧି ତା’ର
ଭଲକୁ ଚାପି ଦିଅଇ
ନିଜ ଭଲ ବୁଦ୍ଧି ଖୋଲିଦିଅ ବନ୍ଧୁ
ଅନ୍ୟର ମଙ୍ଗଳ ହେବ
ଅନ୍ୟର ମଙ୍ଗଳ ତୁମ ମଙ୍ଗଳରେ
ନିଶ୍ଚେ ସହାୟକ ହେବ
ଚିତ୍ତରଞ୍ଜନ ଲେଙ୍କା,କଟକ
ଏମିତି କେ ନାହିଁ ଯାହାର ମନରେ
ଭଲ ବୁଦ୍ଧି ଟିକେ ନାହିଁ
ହେଲେ ସତ କଥା ମନ୍ଦ ବୁଦ୍ଧି ତା’ର
ଭଲକୁ ଚାପି ଦିଅଇ
ନିଜ ଭଲ ବୁଦ୍ଧି ଖୋଲିଦିଅ ବନ୍ଧୁ
ଅନ୍ୟର ମଙ୍ଗଳ ହେବ
ଅନ୍ୟର ମଙ୍ଗଳ ତୁମ ମଙ୍ଗଳରେ
ନିଶ୍ଚେ ସହାୟକ ହେବ
ଚିତ୍ତରଞ୍ଜନ ଲେଙ୍କା,କଟକ