✿ ଇର୍ଷା ✿
✿ ଇର୍ଷା ✿
1 min
1.2K
✿ ଇର୍ଷା ✿
ବେଳେବେଳେ -
ଜଣଜଣକ ମୁହଁରେ ,
' ଧାରେ ହସ '
ମୋତେ ଜମା ଭଲ ଲାଗେନା !!
କଥାହେଲା :-
ତା' ମୁହଁକୁ ସେ ହସ -
ନା
ମୋ'
ଛୋଟିଆ ଛାତି,
ତାକୁ ଦେଖି ସହିପାରେନା ?
ବେଳେବେଳେ .....
- ଅମିୟ