Audio

Forum

Read

Contests

Language


Write

Sign in
Wohoo!,
Dear user,
ଭାରତ ବର୍ଷର ଜୀବନ
ଭାରତ ବର୍ଷର ଜୀବନ
★★★★★

© Susanta Dash

Tragedy

1 Minutes   1.1K    4


Content Ranking

କେଉଁଠି ବୋମାରେ

ସନ୍ତେଇ ପଡୁଥିବା

ସୈନିକର ଜୀବନ

କାର୍ଗିଲରେ ବନ୍ଧୁକରୁ

ନିର୍ଗତ ବୁଲେଟ୍ ହିଁ

ସ୍ୱାଧୀନତାର ସ୍ୱପ୍ନ

ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣରୁ

ଝରି ପଡୁଥିବା ଖଣ୍ଡମାଂସ ହିଁ

ଭାରତ ବର୍ଷର ଜୀବନ ।

ସୈନିକ ବନ୍ଧୁକ ସ୍ୱପ୍ନ

Rate the content


Originality
Flow
Language
Cover design

Comments

Post


Some text some message..