Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

ଏ ହୃଦୟ ଝୁରେ

ଏ ହୃଦୟ ଝୁରେ

1 min
6.5K


ଏ ହୃଦୟ ଝୁରେ
ପ୍ରତି ମୁହୂର୍ତ୍ତରେ ତୁମକୁ
ଏ ଅସ୍ଥିର ନୟନ
ଖୋଜୁ ଥାଏ ଦେଖିବାକୁ
ତୁମେ ଏହି ହୃଦୟର
ସୀମାରେଖାକୁ ଯାଇଛ ଛୁଇଁ
ହେଲେ ମୁଁ ତମକୁ
ସହଜେ ଭୁଲି ତ ପାରୁନାହିଁ
ନୀତି ସପ୍ନରେ ହୁଏ ଦେଖା
ବାସ୍ତବରେ ନୁହେଁ
କେବେ ତୁମ ସହ ହବ ଦେଖା
ମୁଁ ଅଛି ଅପେକ୍ଷାରେ ଏକା......
ପ୍ରମିଳା ସାହୁ


Rate this content
Log in