Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

2  

Amiya Bej

Others

✿✿✿ ଆକ୍ୱାରିୟମ୍ ✿✿✿

✿✿✿ ଆକ୍ୱାରିୟମ୍ ✿✿✿

1 min
6.9K


✿✿✿ ଆକ୍ୱାରିୟମ୍ ✿✿✿

କାହିଁକି ଯେ ମନହେଲା
ଆକ୍ୱାରିୟମ୍ ଆଣିବାକୁ ,
କାହିଁକି ଯେ ମନହେଲା
ହରରଂଗି ମାଛ ପାଳିବାକୁ ।

କାହିଁକି ଯେ ମନହେଲା
ମନଭାଷା ବୁଝିବାକୁ ,
କାହିଁକି ଯେ ମନହେଲା
ଭାବ ନେଇ - ଫେରାଇବାକୁ ।

ଆଜି:-
ବଂଧୁଟିଏ ର ଆୟୁଷ ,ମୋ' ଆଗୁ ସରିଗଲାରୁ-
କାହିଁକି ଯେ ମନହେଲା
ମୋ' ଆଖି ଲୁହରେ -
ଅଭାଗା ଆକ୍ୱାରିୟମ୍ ଭରି ଦେବାକୁ ।।।

- ଅମିୟ ବେଜ୍ 
✿✿✿✿✿


Rate this content
Log in