Quotes New

Audio

Forum

Read

Contests


Write

Sign in
Wohoo!,
Dear user,
✿✿✿ ଆକ୍ୱାରିୟମ୍ ✿✿✿
✿✿✿ ଆକ୍ୱାରିୟମ୍ ✿✿✿
★★★★★

© Amiya Bej

Others

1 Minutes   6.9K    4


Content Ranking

✿✿✿ ଆକ୍ୱାରିୟମ୍ ✿✿✿

କାହିଁକି ଯେ ମନହେଲା
ଆକ୍ୱାରିୟମ୍ ଆଣିବାକୁ ,
କାହିଁକି ଯେ ମନହେଲା
ହରରଂଗି ମାଛ ପାଳିବାକୁ ।

କାହିଁକି ଯେ ମନହେଲା
ମନଭାଷା ବୁଝିବାକୁ ,
କାହିଁକି ଯେ ମନହେଲା
ଭାବ ନେଇ - ଫେରାଇବାକୁ ।

ଆଜି:-
ବଂଧୁଟିଏ ର ଆୟୁଷ ,ମୋ' ଆଗୁ ସରିଗଲାରୁ-
କାହିଁକି ଯେ ମନହେଲା
ମୋ' ଆଖି ଲୁହରେ -
ଅଭାଗା ଆକ୍ୱାରିୟମ୍ ଭରି ଦେବାକୁ ।।।

- ଅମିୟ ବେଜ୍ 
✿✿✿✿✿

✿✿✿ ଆକ୍ୱାରିୟମ୍ ✿✿✿

Rate the content


Originality
Flow
Language
Cover design

Comments

Post

Some text some message..