Audio

Forum

Read

Contests

Language


Write

Sign in
Wohoo!,
Dear user,
ସାବିତ୍ରୀ ଗୋ ତୁମେ ଅନୁପମା
ସାବିତ୍ରୀ ଗୋ ତୁମେ ଅନୁପମା
★★★★★

© Puspita Dash

Inspirational

1 Minutes   6.7K    7


Content Ranking

ସାବିତ୍ରୀ ଗୋ ତୁମେ ଅନୁପମା

ଏକ ଚେତନା ତୁମେ ଗୋ ନାହିଁ ସୀମା

ଯୁଗ ବିତିଯିବ ମହାକାଳ ବକ୍ଷେ

ତ୍ୟାଗ ନିରାପତ୍ତା ଭାବଟିଏ ତୁମେ

ଅନୁରାଗିଣୀ ଗୋ ତୁମେ ଧନ୍ୟା ||


ତୁମେ ଦୁଇକୁଳକୁ ଯେ ଉଦ୍ଧରିଲ

ବିନମ୍ର ଭାବରେ ଜ୍ଞାନ ଦେଲ,

ଯମଙ୍କର ବୁଦ୍ଧି ବଣା କଲ ତୁମେ

ସତ୍ୟବାନ ପ୍ରାଣ ନେବାକୁ ଦେଲନି

ଯୁଗ ଯୁଗ ଯଶ ରଖିଗଲ ||

ସାବିତ୍ରୀ ଗୋ ବୁଦ୍ଧି ଅନୁରାଗିଣୀ

Rate the content


Originality
Flow
Language
Cover design

Comments

Post


Some text some message..