Audio

Forum

Read

Contests

Language


Write

Sign in
Wohoo!,
Dear user,
ପରମ ସତ୍ୟ
ପରମ ସତ୍ୟ
★★★★★

© Neelima Nivedita Behera

Abstract Others

1 Minutes   6.8K    5


Content Ranking

ଦେଇ ଦେଇ କ'ଣ ଦେବ ଯେ ?

ଦେଇ ପାରିବ

ଦୁଇ ପଟ ଶଙ୍ଖା ନଇଲେ ଦୁଇ ଟୋପା ଲୁହ

ଦେଇ ପାରିବ

ଦ୍ଵିପ୍ରହର ଡହଡହ ତାତି ଅଥବା ସଂସାର ଗଢିବାର ମୋହ

ଅତିବେଶିରେ ଦେଇପାରିବ

ଅହିସୁଲକ୍ଷଣୀ ଆଶା ନଚେତ୍ ବୈଧବ୍ୟର କୋହ...

କହୁନ ???

ୟା'ଠୁ ବଳି କ'ଣ ଦେବ ଯେ ?

ଦେହର ଦାୟରେ

ମୁଁ କିନ୍ତୁ ପ୍ରେମ କରେନା ତୁମକୁ

କିଛି ପାଇବା ଆଶାରେ

ବିଦାୟ ଦିଏନା ମୋ ଅଲିଅଳି ନିଦକୁ

ପରିଚୟ ମୁଖାରେ

ଭୁଲେନା ବି

ସତ୍ତା ଆଢୁଆଳେ ସେ ପରମ ସତ୍ୟକୁ ।


@ ନୀଳିମା ନିବେଦିତା

ଶଙ୍ଖା ପ୍ରେମ ସତ୍ୟ

Rate the content


Originality
Flow
Language
Cover design

Comments

Post


Some text some message..