Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜନ୍ମ ମରଣ ଚକ୍ର
ଜନ୍ମ ମରଣ ଚକ୍ର
★★★★★

© Puspita Dash

Inspirational

1 Minutes   1.4K    10


Content Ranking

ଅଭିମାନ କେତେ ଅହଙ୍କାର ଯେତେ

ମୂଲ୍ୟହୀନ ତୋ ଆଗରେ,

ହସୁଛୁରେ ଜଗା ଦେଖି ମଣିଷର

ଗର୍ବ ଭାଙ୍ଗିବା ପରେ;

ଆଜି ସେ ଦେଖୁଛି ବୁଦ୍ ବୁଦ ସମ

ଜୀବନର ମୂଲ୍ୟ କେତେ,

ଜନ୍ମ ମରଣ ଚକ୍ରରେ ବନ୍ଧା

ଅଜ୍ଞାନ ପ୍ରାଣଟି ସତେ ।।


ଅଭିମାନ ଜଗା ଅଜ୍ଞାନ

Rate the content


Originality
Flow
Language
Cover design

Comments

Post

Some text some message..