ଜନ୍ମ ମରଣ ଚକ୍ର
ଜନ୍ମ ମରଣ ଚକ୍ର
ଅଭିମାନ କେତେ ଅହଙ୍କାର ଯେତେ
ମୂଲ୍ୟହୀନ ତୋ ଆଗରେ,
ହସୁଛୁରେ ଜଗା ଦେଖି ମଣିଷର
ଗର୍ବ ଭାଙ୍ଗିବା ପରେ;
ଆଜି ସେ ଦେଖୁଛି ବୁଦ୍ ବୁଦ ସମ
ଜୀବନର ମୂଲ୍ୟ କେତେ,
ଜନ୍ମ ମରଣ ଚକ୍ରରେ ବନ୍ଧା
ଅଜ୍ଞାନ ପ୍ରାଣଟି ସତେ ।।
ଅଭିମାନ କେତେ ଅହଙ୍କାର ଯେତେ
ମୂଲ୍ୟହୀନ ତୋ ଆଗରେ,
ହସୁଛୁରେ ଜଗା ଦେଖି ମଣିଷର
ଗର୍ବ ଭାଙ୍ଗିବା ପରେ;
ଆଜି ସେ ଦେଖୁଛି ବୁଦ୍ ବୁଦ ସମ
ଜୀବନର ମୂଲ୍ୟ କେତେ,
ଜନ୍ମ ମରଣ ଚକ୍ରରେ ବନ୍ଧା
ଅଜ୍ଞାନ ପ୍ରାଣଟି ସତେ ।।