Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Abstract

2  

Pramila Sahoo

Abstract

ନାରୀ ପାଇଁ

ନାରୀ ପାଇଁ

1 min
6.7K


ନାରୀ ପାଇଁ ପରା ଏ ଧରା ପୃଷ୍ଠା

କେବେ ବୁଝିବ ମଣିଷ ସମାଜ

ପ୍ରତିମୁହୂର୍ତ୍ତେ ନାରୀ ପ୍ରତି ହୁଏ ଅବିଚାର

ଦୁଃଖ ସହି ସହି ହୋଇଯାଏ ସିଏ ପାଷାଣ

ମନର ଯନ୍ତ୍ରଣା ,ଆଖି ଲୁହ ଶେଷରେ ଯାଏ ଜୀବନ

ସଭିଙ୍କ ପାଇଁ ସେ,କିନ୍ତୁ ତା ପାଇଁ କେହି ନାହିଁ

ଜନ୍ମ ହେବା ପରଠୁ ମିଳେନାହିଁ ସ୍ନେହ ଆଦର

ପ୍ରତିମୁହୂର୍ତ୍ତେ ଡ଼ରି ଡ଼ରି ବଞ୍ଚିବାକୁ ହୁଏ ଏଠି

ମନରେ ପୁଣି ଥାଏ ଅସୁମାରୀ ଆଶା

ପୁରା ହୁଏ ନାହିଁ କେବେ ତା ମନର କଥା

ନାରୀ ପ୍ରତି ସ୍ନେହ ଆଦର ହସି ଉଠିବ ସାରା ଜଗତ


Rate this content
Log in

Similar oriya poem from Abstract