Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

K. Nirmal

Inspirational Tragedy

3  

K. Nirmal

Inspirational Tragedy

କୁଳାଙ୍ଗାର

କୁଳାଙ୍ଗାର

1 min
241


ଜୀବନ ସୃଷ୍ଟି ହୁଏ ମାତୃ ଗର୍ଭେ

ଅମୃତ ଧାରା ନିଶ୍ୱାସେ,

ବୟସର କୃଷ୍ଣଚୂଡାରେ ବାର୍ଦ୍ଧକ୍ୟର

କଳା ଛାଇ ମାଡି ଆସେ ।


ପାଲଟେ ସୈତାନ ଜନ୍ମିତ ସନ୍ତାନ

ଵିଵାହ ଶେଷ ହୋଇଲେ,

ଜୀବନ ଜନ୍ତ୍ରଣା ଜୁଇ ପରେ ପଙ୍ଗୁ

ପିତାମାତା ହୋଇଗଲେ ।


ଅନାଦାର କରି ଜନ୍ମିତ ମାତାଙ୍କୁ

ପିତାଙ୍କ ଉପରେ ଦୋଷ,

କ୍ରୀତଦାସ ପାଲଟି ଯିବା ପାଇଁ

ହୋଇଯାନ୍ତି ସେ ବିବଶ।


ଅହରହ ମୃତ୍ୟୁ ପ୍ରତୀକ୍ଷାରେ ରହି

କାନ୍ଦୁଛନ୍ତି ଅସହ୍ୟ ଯେବେ,

ତିଳ ତିଳ ପଳପଳ ହୋଇ ଯାଏ

ଅଲୋଡା ପାଉଁଶ କେବେ ।


◆କେ.ନିର୍ମଳ

◆ ଭଦ୍ରକ, ବାସୁଦେବପୁର(ଜଗନ୍ନାଥି)

◆ ମୋବାଇଲ:- ୯୫୬୬୧୧୩୬୦୭

◆ Gmail:- nirmaln270@gmail.com


Rate this content
Log in