ଫରକ
ଫରକ
1 min
1.2K
ଶୂନ୍ୟକୁ ପ୍ରେମ କଲେ
ଈଶ୍ୱରଙ୍କୁ ପ୍ରେମିବା
ମର୍ତ୍ତ୍ୟ ଲୋକରେ
ପାର୍ଥିବ ଶରୀରକୁ ପ୍ରେମ କଲେ
ଦେହକୁ ଭୋଗିବା
ଶୂନ୍ୟକୁ ପ୍ରେମ କଲେ
ଈଶ୍ୱରଙ୍କୁ ପ୍ରେମିବା
ମର୍ତ୍ତ୍ୟ ଲୋକରେ
ପାର୍ଥିବ ଶରୀରକୁ ପ୍ରେମ କଲେ
ଦେହକୁ ଭୋଗିବା