Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ଟିକେ ଚୁପ୍ ରୁହ

ଟିକେ ଚୁପ୍ ରୁହ

1 min
1.2K


 ଟିକେ ଚୁପ୍ ରୁହ 

ଇୟେ ତ଼ ଆମ ଭିତରର କଥା
ଟିକେ ଚୁପ୍ ରୁହ,
ଦୁନିଆର କାନ ଭାରି ଅବିଶ୍ୱାସୀ
ନଜର ଲାଗିବ, ଟିକେ ଚୁପ୍ ରୁହ ।

ଇୟେ ତ଼ ହେଉଛି ତୁମ ମୋ କଥା
ଟିକେ ଚୁପ୍ ରୁହ ,
ଆମ କଥା ନେଇ ,ଆଉ କେ କାହିଁକି 
ଭିତରେ ପଶିବ ,ଟିକେ ଚୁପ୍ ରୁହ ।।

ଇୟେ ତ଼ ଆମର ମନତଳ କଥା
ଟିକେ ଚୁପ୍ ରୁହ ,
ସରିଯିବ କଥା ,କହିଦେଲେ ପରା
ସମ୍ଭାଳି କି  ,ଟିକେ ଚୁପ୍ ରୁହ ।।।

ସବୁ କଥା ଅବା କହିବା ଜରୁରୀ 
ଟିକେ ଚୁପ୍ ରୁହ ,
ନ କହି ନ ଶୁଣି , ବୁଝିଗଲେ ହେଲା 
ପ୍ରିୟା ଗୋ ଟିକିଏ  ଚୁପ୍ ରୁହ ।।।।
❤❤❤❤❤❤❤❤❤❤❤
ଅମିୟ ବେଜ୍ , ଘଟଗାଁ


Rate this content
Log in