Audio

Forum

Read

Contests

Language


Write

Sign in
Wohoo!,
Dear user,
 ଟିକେ ଚୁପ୍ ରୁହ
ଟିକେ ଚୁପ୍ ରୁହ
★★★★★

© Amiya Bej

Others

1 Minutes   1.2K    5


Content Ranking

 ଟିକେ ଚୁପ୍ ରୁହ 

ଇୟେ ତ଼ ଆମ ଭିତରର କଥା
ଟିକେ ଚୁପ୍ ରୁହ,
ଦୁନିଆର କାନ ଭାରି ଅବିଶ୍ୱାସୀ
ନଜର ଲାଗିବ, ଟିକେ ଚୁପ୍ ରୁହ ।

ଇୟେ ତ଼ ହେଉଛି ତୁମ ମୋ କଥା
ଟିକେ ଚୁପ୍ ରୁହ ,
ଆମ କଥା ନେଇ ,ଆଉ କେ କାହିଁକି 
ଭିତରେ ପଶିବ ,ଟିକେ ଚୁପ୍ ରୁହ ।।

ଇୟେ ତ଼ ଆମର ମନତଳ କଥା
ଟିକେ ଚୁପ୍ ରୁହ ,
ସରିଯିବ କଥା ,କହିଦେଲେ ପରା
ସମ୍ଭାଳି କି  ,ଟିକେ ଚୁପ୍ ରୁହ ।।।

ସବୁ କଥା ଅବା କହିବା ଜରୁରୀ 
ଟିକେ ଚୁପ୍ ରୁହ ,
ନ କହି ନ ଶୁଣି , ବୁଝିଗଲେ ହେଲା 
ପ୍ରିୟା ଗୋ ଟିକିଏ  ଚୁପ୍ ରୁହ ।।।।
❤❤❤❤❤❤❤❤❤❤❤
ଅମିୟ ବେଜ୍ , ଘଟଗାଁ

ଟିକେ ଚୁପ୍ ରୁହ

Rate the content


Originality
Flow
Language
Cover design

Comments

Post


Some text some message..