Audio

Forum

Read

Contests

Language


Write

Sign in
Wohoo!,
Dear user,
ନୂଆଁ ବରଷ
ନୂଆଁ ବରଷ
★★★★★

© Subhakanta Sahu

Others

1 Minutes   6.9K    1


Content Ranking

ନୂଆଁ ବରଷ,

ତୋ ପାଇଁ ମନରେ କେତେ ହରଷ।

ଆସିବୁ ବୋଲି,

ସାରା ଦୁନିଆଁରେ ପଡ଼ିଛି ହୁରି।

କିଏ କେମନ୍ତ,

ସ୍ୱାଗତ କରନ୍ତି ସଭିଏଁ ତୋତେ ।

କେତେ ନା କେତେ,

ଅଭିନନ୍ଦନର ପତର ଛୁଟେ।

ଦିଅଁଠି ଯାଇ,

ମନାସନ୍ତି ଶୁଭ ବରଷେ ପାଇଁ।

ଆ...ତୁ..ଆ....

ସୁଖ, ଶାନ୍ତି, ମୈତ୍ରୀ ନେଇ ତୁ ଆ ।

ତୋ'ରି କୋଳେ,

ଭୂ-ବାସୀ ରହନ୍ତୁ ସର୍ବ ମଙ୍ଗଳେ।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ

ପୋଲସରା, ଗଂଜାମ।

ମୋ:୯୯୦୪୦୩୨୦୧୮୬

ବରଷ ହରଷ ସ୍ୱାଗତ

Rate the content


Originality
Flow
Language
Cover design

Comments

Post


Some text some message..