Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Subhakanta Sahu

Others

2  

Subhakanta Sahu

Others

ନୂଆଁ ବରଷ

ନୂଆଁ ବରଷ

1 min
7.0K


ନୂଆଁ ବରଷ,

ତୋ ପାଇଁ ମନରେ କେତେ ହରଷ।

ଆସିବୁ ବୋଲି,

ସାରା ଦୁନିଆଁରେ ପଡ଼ିଛି ହୁରି।

କିଏ କେମନ୍ତ,

ସ୍ୱାଗତ କରନ୍ତି ସଭିଏଁ ତୋତେ ।

କେତେ ନା କେତେ,

ଅଭିନନ୍ଦନର ପତର ଛୁଟେ।

ଦିଅଁଠି ଯାଇ,

ମନାସନ୍ତି ଶୁଭ ବରଷେ ପାଇଁ।

ଆ...ତୁ..ଆ....

ସୁଖ, ଶାନ୍ତି, ମୈତ୍ରୀ ନେଇ ତୁ ଆ ।

ତୋ'ରି କୋଳେ,

ଭୂ-ବାସୀ ରହନ୍ତୁ ସର୍ବ ମଙ୍ଗଳେ।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ

ପୋଲସରା, ଗଂଜାମ।

ମୋ:୯୯୦୪୦୩୨୦୧୮୬


Rate this content
Log in