Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Romance

2  

Pramila Sahoo

Romance

ଭାବପ୍ରବଣତା

ଭାବପ୍ରବଣତା

1 min
1.0K


ହୃଦୟର ଏଇ ନୀରବତାରେ

କାହିଁକି କେଜାଣି

ଭଲପାଇ ବସିଛି ଯେ

ବାରମ୍ବାର ଦେଖିଚି ତୁମ ଛବି

ସେହି ଦୂର ପାହାଡ଼

ଅବା ଚିଲିକାର ନୀଳ ଢେଉରେ

ବାସ୍ ଭାବନାର ମନ୍ଦିରରେ

ଯେ ଦିନୁ ଦେଖିଲି ତୁମକୁ

ଅନେକ ଦୀପାବଳି ମଧ୍ୟରେ

ସେ ଦିନୁ ଭଲପାଇ ବସିଲି ଯେ

ତୁମକୁ ଦେଖି ମୋ ହୃଦୟରେ

ଭରିଗଲା କି ଭାବପ୍ରବଣତା

ଏବେ ବୁଝୁଛି ସେ ପ୍ରେମ ବୋଧେ......


Rate this content
Log in

Similar oriya poem from Romance