Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଥରେ ଖାଲି ଏମିତି ବଞ୍ଚିବା ଶିଖନ୍ତୁ

ଥରେ ଖାଲି ଏମିତି ବଞ୍ଚିବା ଶିଖନ୍ତୁ

1 min
6.9K


ଥରେ ଖାଲି ଏମିତି ବଞ୍ଚିବା ଶିଖନ୍ତୁ । -------------------------------- କିଛି କଥା କିଛି ଗୀତ ଏମିତି ଚାଲିଥାଉ ଜୀବନ କଥାରେ ରହିଥାଉ ଆନ୍ତରିକତା ଗୀତରେ ରହିଥାଉ ଭାବପ୍ରବଣତା କିଛି ଆବେଗ କିଛି ଭଲପାଇବା ସେଥିରେ ମିଶିଯାଊ ତାପରେ ଜୀବନ୍ତ ହୋଇଯାଉ ଯେତେସବୁ ସ୍ଵପ୍ନ କବିତାର କାବ୍ୟନାୟିକା ସବୁ ମନର କ୍ୟାନଭାସରେ ନାଚି ଯାଉନ୍ତୁ ସାଗରର ଲହଡିସବୁ ସ୍ମୂର୍ତି ପାଲଟିଯାଇ ଗୋଟାଏପରେ ଆଉ ଗୋଟାଏ ଜୀବନ୍ତ ହୋଇଯାଉନ୍ତୁ ତାପରେ ଜୀବନଟା କଣ ନ ହୋଇଯିବ ଥରେ ଭାବି ଦେଖନ୍ତୁ ବଞ୍ଚିବାର ମାନେ କଣ ? ଆପେ ଆପେ ବୁଝି ହୋଇ ଜୀବ ଥରେ ଖାଲି ଏମିତି ବଞ୍ଚିବା ଶିଖନ୍ତୁ ।

ରାମ ବିଶୋଇ , @କାଶ୍ୟପ, ସମୟ-ରାତ୍ର୧୦.୪୫ ତା-୧୬-୦୭-୨୦୧୬


Rate this content
Log in