Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଥରେ ଖାଲି ଏମିତି ବଞ୍ଚିବା ଶିଖନ୍ତୁ
ଥରେ ଖାଲି ଏମିତି ବଞ୍ଚିବା ଶିଖନ୍ତୁ
★★★★★

© Ram Prasad Bisoi

Others

1 Minutes   6.9K    9


Content Ranking

ଥରେ ଖାଲି ଏମିତି ବଞ୍ଚିବା ଶିଖନ୍ତୁ । -------------------------------- କିଛି କଥା କିଛି ଗୀତ ଏମିତି ଚାଲିଥାଉ ଜୀବନ କଥାରେ ରହିଥାଉ ଆନ୍ତରିକତା ଗୀତରେ ରହିଥାଉ ଭାବପ୍ରବଣତା କିଛି ଆବେଗ କିଛି ଭଲପାଇବା ସେଥିରେ ମିଶିଯାଊ ତାପରେ ଜୀବନ୍ତ ହୋଇଯାଉ ଯେତେସବୁ ସ୍ଵପ୍ନ କବିତାର କାବ୍ୟନାୟିକା ସବୁ ମନର କ୍ୟାନଭାସରେ ନାଚି ଯାଉନ୍ତୁ ସାଗରର ଲହଡିସବୁ ସ୍ମୂର୍ତି ପାଲଟିଯାଇ ଗୋଟାଏପରେ ଆଉ ଗୋଟାଏ ଜୀବନ୍ତ ହୋଇଯାଉନ୍ତୁ ତାପରେ ଜୀବନଟା କଣ ନ ହୋଇଯିବ ଥରେ ଭାବି ଦେଖନ୍ତୁ ବଞ୍ଚିବାର ମାନେ କଣ ? ଆପେ ଆପେ ବୁଝି ହୋଇ ଜୀବ ଥରେ ଖାଲି ଏମିତି ବଞ୍ଚିବା ଶିଖନ୍ତୁ ।

ରାମ ବିଶୋଇ , @କାଶ୍ୟପ, ସମୟ-ରାତ୍ର୧୦.୪୫ ତା-୧୬-୦୭-୨୦୧୬

ଥରେ ଖାଲି ଏମିତି ବଞ୍ଚିବା ଶିଖନ୍ତୁ ।

Rate the content


Originality
Flow
Language
Cover design

Comments

Post

Some text some message..