Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନାରୀ ଯଦି ମାଆ ଲକ୍ଷ୍ମୀଙ୍କ ପ୍ରତୀକ
ନାରୀ ଯଦି ମାଆ ଲକ୍ଷ୍ମୀଙ୍କ ପ୍ରତୀକ
★★★★★

© Sasmita Acharya

Inspirational Others

1 Minutes   7.0K    13


Content Ranking

ନାରୀ ଯଦି ମାଆ ଲକ୍ଷ୍ମୀଙ୍କ ପ୍ରତୀକ

ଜଣେ ପୁରୁଷ ପାଇଁ ମାଆର କୋଳ

ଭଉଣୀର ସ୍ନେହ

ପ୍ରେମିକାର ପ୍ରେମ

ପତ୍ନୀର ପ୍ରୀତି ଆଉ ସହଯୋଗ ପାଇଁ ନାରୀଟିଏ ଜରୁରୀ

ତେବେ କନ୍ୟାଭୃଣ ହତ୍ୟା ହୁଏ କାହିଁକି ?

କନ୍ୟା ଅଲୋଡା କାହିଁକି?

ନାରୀ ନିର୍ଯାତିତା କାହିଁକି ?

ନାରୀ ସ୍ଵାଧୀନତା ନାହିଁ କାହିଁକି ?

ନାରୀ ଧର୍ଷଣ ଓ ଲୁଣ୍ଠନ କାହିଁକି ?

ସେ ବି ତ କାହାର ମାଆ, ଭଉଣୀ , କନ୍ୟା ଅବା ପତ୍ନୀ ?

ଏତେ ଅମାନବିକତା କାହିଁକି ?

ନାରୀ ଲକ୍ଷ୍ମୀ ଭଉଣୀ

Rate the content


Originality
Flow
Language
Cover design

Comments

Post

Some text some message..