Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ
ଜୀବନ
★★★★★

© Chittaranjan Lenka

Inspirational Others Abstract

1 Minutes   6.6K    5


Content Ranking

ବାସ୍ତବ ରୂପରେ ଜୀବନର ଅର୍ଥ

ବଞ୍ଚେ ଯିଏ ଅନ୍ୟ ପାଇଁ।

ନିଜ ପାଇଁ ଯିଏ ବଞ୍ଚି ରହିଥାଏ

ତାହା ଜୀବନ ନୁହଁଇ ।

ଅନ୍ୟର ହସରେ ହସ ଝରୁଥାଏ

ଅନ୍ୟର ଦୁଃଖରେ ଲୁହ ।

ଜୀବନର ମୂଲ୍ୟ ତା ପାଇଁ ପ୍ରଯୁଜ୍ୟ

ଯାହା ପଛେ ତୁମେ କୁହ ।

ଚିତ୍ତରଞ୍ଜନ ଲେଙ୍କା,କଟକ

ଜୀବନ ବଞ୍ଚିବା ଅନ୍ୟପାଇଁ

Rate the content


Originality
Flow
Language
Cover design

Comments

Post


Some text some message..