ଜୀବନ
ଜୀବନ
ବାସ୍ତବ ରୂପରେ ଜୀବନର ଅର୍ଥ
ବଞ୍ଚେ ଯିଏ ଅନ୍ୟ ପାଇଁ।
ନିଜ ପାଇଁ ଯିଏ ବଞ୍ଚି ରହିଥାଏ
ତାହା ଜୀବନ ନୁହଁଇ ।
ଅନ୍ୟର ହସରେ ହସ ଝରୁଥାଏ
ଅନ୍ୟର ଦୁଃଖରେ ଲୁହ ।
ଜୀବନର ମୂଲ୍ୟ ତା ପାଇଁ ପ୍ରଯୁଜ୍ୟ
ଯାହା ପଛେ ତୁମେ କୁହ ।
ଚିତ୍ତରଞ୍ଜନ ଲେଙ୍କା,କଟକ
ବାସ୍ତବ ରୂପରେ ଜୀବନର ଅର୍ଥ
ବଞ୍ଚେ ଯିଏ ଅନ୍ୟ ପାଇଁ।
ନିଜ ପାଇଁ ଯିଏ ବଞ୍ଚି ରହିଥାଏ
ତାହା ଜୀବନ ନୁହଁଇ ।
ଅନ୍ୟର ହସରେ ହସ ଝରୁଥାଏ
ଅନ୍ୟର ଦୁଃଖରେ ଲୁହ ।
ଜୀବନର ମୂଲ୍ୟ ତା ପାଇଁ ପ୍ରଯୁଜ୍ୟ
ଯାହା ପଛେ ତୁମେ କୁହ ।
ଚିତ୍ତରଞ୍ଜନ ଲେଙ୍କା,କଟକ