Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

3.3  

Dipti lekha Mishra

Others

ଅଭିନନ୍ଦନ

ଅଭିନନ୍ଦନ

1 min
160


ଅଭିନନ୍ଦନ

ହେ ବୀର ଅଭିନନ୍ଦନ ବର୍ଦ୍ଧମାନ

ଧନ୍ଯ ତୁମର ଜୀବନ

ଧନ୍ଯ ବୀର ତୁମ ଜନ୍ମଦାତ୍ରୀ ଦ୍ବୟ

ବନ୍ଧା ଯାହାର ନୟନ ॥

ଶତ୍ରୄ ଦେଶର ଗଣମାଧ୍ଯମ ଆଜି

କରେ ତୁମକୁ ସଲାମ

ଯୁଦ୍ଧକୁ ରୋକିବା ଲାଗି ତୁମେ ବୀର

ହେଲ ସୁନ୍ଦର ମାଧ୍ଯମ ॥

ଜୟ ଯବାନ ହେ ଅମର ଯବାନ

ମୋର ଭାରତ ମହାନ

ଶତ୍ରୄ ଦେଶେ ତୁମେ ଗାଉଥିଲ ଗୁଣ

ଭାରତର ଜୟଗାନ ॥

ଈତିହାସ ରଚିଲ ଅଭିନନ୍ଦନ

ମାର୍ଚ୍ଚ ମାସ ପହିଲାରେ

ତ୍ରିରଙ୍ଗା ପତାକା ଉଡେ ଫରଫର

ଆଜି ତୁମର ସ୍ମୃତିରେ ॥

ଦିପ୍ତୀଲେଖା ମିଶ୍ର


Rate this content
Log in