Audio

Forum

Read

Contests

Language


Write

Sign in
Wohoo!,
Dear user,
ତୋ'ପାଇଁ ଏତିକି ହିଁ କରିହେବ
ତୋ'ପାଇଁ ଏତିକି ହିଁ କରିହେବ
★★★★★

© Amiya Bej

Abstract

1 Minutes   6.8K    4


Content Ranking

ତୋ'ପାଇଁ ଏତିକି ହିଁ କରିହେବ

ଏବେଏବେ,

ଗପ କବିତା ହେବ ।

ଢେର୍ ହେବ !

ଦୁର୍ବଳ କଲମକୁ ସ୍ୟାହି ଠୋପେ

ମିଳିଗଲା ପରା !!!!

ଏବେଏବେ,

ନୀତି ନିଶାପ ହେବ ।

ଢେର୍ ହେବ !

ଦୁର୍ବଳ ରାଜ-ନୀତିକୁ ଖୋରାକ

ମିଳିଗଲା ପରା !!!!

ଏବେଏବେ,

ଆଲୋଚନା ଆନ୍ଦୋଳନ ହେବ।

ଢେର୍ ହେବ !

ନ୍ୟାୟ ମାଗିବାକୁ "ଶବ" ଟିଏ

ମିଳିଗଲା ପରା !!!!

( ତୋ'ପାଇଁ ଏତିକି ହିଁ କରିହେବ )

■ଅମିୟ ବେଜ୍

କବିତା କଲମ ଆନ୍ଦୋଳନ

Rate the content


Originality
Flow
Language
Cover design

Comments

Post


Some text some message..