Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Abstract

2  

Amiya Bej

Abstract

ତୋ'ପାଇଁ ଏତିକି ହିଁ କରିହେବ

ତୋ'ପାଇଁ ଏତିକି ହିଁ କରିହେବ

1 min
6.9K


ତୋ'ପାଇଁ ଏତିକି ହିଁ କରିହେବ

ଏବେଏବେ,

ଗପ କବିତା ହେବ ।

ଢେର୍ ହେବ !

ଦୁର୍ବଳ କଲମକୁ ସ୍ୟାହି ଠୋପେ

ମିଳିଗଲା ପରା !!!!

ଏବେଏବେ,

ନୀତି ନିଶାପ ହେବ ।

ଢେର୍ ହେବ !

ଦୁର୍ବଳ ରାଜ-ନୀତିକୁ ଖୋରାକ

ମିଳିଗଲା ପରା !!!!

ଏବେଏବେ,

ଆଲୋଚନା ଆନ୍ଦୋଳନ ହେବ।

ଢେର୍ ହେବ !

ନ୍ୟାୟ ମାଗିବାକୁ "ଶବ" ଟିଏ

ମିଳିଗଲା ପରା !!!!

( ତୋ'ପାଇଁ ଏତିକି ହିଁ କରିହେବ )

■ଅମିୟ ବେଜ୍


Rate this content
Log in

Similar oriya poem from Abstract