Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LAXMAN KUMAR BEHERA (ଯତି)

Others

3  

LAXMAN KUMAR BEHERA (ଯତି)

Others

ଧୋକା

ଧୋକା

1 min
6.9K


ତୁମେ ୟେ' କ'ଣ କଲ ?

ସ୍ପର୍ଶ ଦେଇ ପର କଲ

ଭଲ ପାଇ ଭୁଲି ଗଲ

ମନ ଦେଇ ମାରିଦେଲ

ସତରେ, ତୁମେ ବଦଳିଗଲ ମହୁଲ ଫୁଲ ••• ।

ଯାହା ବି ଦେଲ ତୁମେ

ସବୁ ପାଇଲି

ଯାହା ପାଇଲି ସବୁ

ଲୁହ ଥିଲା ।

ଯାହା ବି କଲ ତୁମେ

ସବୁ ଜାଣିଲି

ଯାହା ଜାଣିଲି ସବୁ

ଦୁଃଖ ଥିଲା ।

ଯାହା କହିଲ ତୁମେ

ସବୁ ଶୁଣିଲି

ଯାହା ଶୁଣିଲି ସବୁ

ଅସହ୍ୟ ଥିଲା ।

ଯାହା ବି କଲ ତୁମେ

ସବୁ ସହିଲି

ଯାହା ସହିଲି ସବୁ

କଷ୍ଟ ଥିଲା ।

ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର


Rate this content
Log in