Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Acharya

Inspirational Others

1.0  

Sasmita Acharya

Inspirational Others

ସମୟ ତ ଠିକ୍ ଏକା ପରି ଚାଲୁଛି

ସମୟ ତ ଠିକ୍ ଏକା ପରି ଚାଲୁଛି

1 min
7.3K


ସମୟ ତ ଠିକ୍ ଏକା ପରି ଚାଲୁଛି

ହେଲେ କିଏ କିଏ କହୁଛି

ସମୟ ବଦଳି ଯାଇଛି

କାହିଁ କିଛି ତ ବଦଳିନି

ବୋଧେ ଦୁଃଖ ସୁଖ

ଦେହ ସୁହା ହେଇ ଗଲାଣି

ବାଲ୍ୟର ଚପଳତା ଯାହା ଟିକେ କମି ଗଲାଣି

କିଛି ସ୍ମୃତି ଖୁବ୍ ଦୂରକୁ ଚାଲି ଗଲାଣି

ଆଉ କିଛି ନୂଆ ପୁଣି ଯୋଡ଼ି ହେଲାଣି

ହଁ ବୋଧେ ସମୟ ବଦଳି ଗଲାଣି…||



Rate this content
Log in