Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆଉ କିଛି ଦିନ-------------------!
ଆଉ କିଛି ଦିନ-------------------!
★★★★★

© Ram Prasad Bisoi

Others

1 Minutes   1.2K    2


Content Ranking

ଆଉ କିଛି ଦିନ-------------------!

ସମୟ ସମୟରେ---------------! ଏମିତି ବିପରୀତ ହୋଇ ଯାଏ, କେହି ଜଣେ ପୁଣି ଆସି, ଛାତିରେ ଲେଖି ଦିଏ ତା ନାଁ-------------------! ସେ କହେ ! ଅଛି ! କବି ! ତୁମ ହୃଦୟେ ସବୁବେଳେ, ତମ ସହ----------------- କାୟା ନ ହୋଇ ବି ଛାୟା ହୋଇ, ନେଇ ଯାଅ ମତେ, ସେଇ କଳ୍ପନା ରାଇଜକୁ ପୁଣି,କଳା ମେଘ ଦେଖି , ନାଚି ଉଠିବା ଦୁହେଁ ବନ ମୟୁର ମୟୂରୀ ସାଜି କରି ସାକ୍ଷୀ ସବୁଜ ବନାନୀ ହେଉ ପଛେ ! ସେ କଳ୍ପନା , ନ ଥାଉ ସେ ଭାବ ତମ ସହ ବଞ୍ଚିବାକୁ ତ ମିଳିଯିବ ସପନରେ କିଛି ନିଶ୍ୱାସ ! ଆଉ କିଛି ଦିନ---------!

ରାମ ବିଶୋଇ (କାଶ୍ୟପ) ରାୟଗଡା । ତା-୨୬-୦୫-୧୬ ସମୟ-ସକାଳ-୧୧-୧୦ମି. ।

ଆଉ କିଛି ଦିନ-------------------!

Rate the content


Originality
Flow
Language
Cover design

Comments

Post

Some text some message..