Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

1.6  

Akshayakumar Dash

Others

ମୋ ଦେଶର ଯୋଗ

ମୋ ଦେଶର ଯୋଗ

1 min
157


ବିଶ୍ୱଦରବାରେ ହିନ୍ଦୁ ଧର୍ମ ଯୋଗ

ବାଟହରା ମାନବ ସଭ୍ୟତାର ଉର୍ନୀତ ପଦ୍ଧତି ,

ସବୁର ଉନ୍ନତି

ସୁଖ ଶାନ୍ତି ବଞ୍ଚିବାର କଳା ।

ଭାରତର ଲଂଗଳା ଫକୀର

ଏକାନ୍ତରେ ବସି ଜଙ୍ଗଲରେ

ଭେଳିକି ଦେଖାଏ ନାହିଁ

ମଙ୍ଗଳ ପ୍ରାର୍ଥନା କରେ

ଯୋଗକ୍ଷମ ରହି ।

ଉପଭୋଗ,ସଞ୍ଚୟ ପ୍ରବୃତ୍ତି

ଅତୀତର ଯାତନା

ଭବିଷ୍ୟତ ଭାବନାରେ ମାନବର ପ୍ରୀତି ।

ଭେଦମୁକ୍ତ,ଏକତ୍ୱ ବଂଧୁତ୍ୱ

ବିଚାର ,ସୋହାର୍ଘ, ଶ୍ରଦ୍ଧା,

ଏକମାତ୍ର ଯୋଗ

ଭାରତର ଅବଦାନ

ସମସ୍ତ ସମସ୍ୟାର କରି ସମାଧାନ

ଶାନ୍ତ,ସୃଜନଶୀଳ,ସାମଗ୍ରିକ ବିକାଶର ସଂଯୋଗ ।



Rate this content
Log in